ମଦୁଆ ବରକୁ ପାନେ ଦେଲା କନ୍ୟା, ମଦ ପିଇ ୮ ଲକ୍ଷ ମାଗିବାରୁ ରାଗିଯାଇ କନ୍ୟା ନେଲା ବଡ଼ ନିଷ୍ପତ୍ତି, ଜାଣନ୍ତୁ ପୁରା ଘଟଣା

ବାହା ବେଦୀରୁ ଫେରିଲେ ବର ଓ ବରଯାତ୍ରୀ ! ବର ବାହା ହେବା ପାଇଁ ଅତି ଧୁମ୍ ଧାମ ରେ ବାଣ ରୋଷଣୀ ନେଇ ଆସିଥିଲା କନ୍ୟା ଘରକୁ । ହେଲେ ସବୁ କିଛି ଯେ ଏପରି ଓଲଟ ପାଲଟ ହୋଇଯିବ କିଏ ଜାଣିଥିଲା ।

ହେବନି ବା କିପରି , ବର ଏପରି ଯେଉଁ କାଣ୍ଡ ଘଟାଇଥିଲା ବେଦୀରେ । ବାହା ବେଦୀରୁ ବର ଫେରି ଆସିବା ପରେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାନ୍ଚଲ୍ୟ ସୃଷ୍ଟି କରିଛି ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ଯପ୍ରଦେଶରେ । ମଧ୍ଯପ୍ରଦେଶର ସିହୋରରେ ବରଯାତ୍ରୀ ସହିତ ଶିଶୁପାଳ ହୋଇ ବିନା ବାହା ହୋଇ ଫେରିଛି ବର । କଣ ଆପଣ ଜାଣନ୍ତି ଏହାର କାରଣ । ତେବେ ଏହାର କାରଣ ହେଉଛି ମଦ ।

ବର ବରଯାତ୍ରୀଙ୍କ ସହିତ ମଦ ପିଇ ପୁରା ଚୂର୍ ଥିଲା । କନ୍ୟା ଘର ଲୋକେ ସେଠି ପହଞ୍ଚିବା ମାତ୍ରେ ତାଙ୍କୁ ଖରାପ ବ୍ୟବହାର କରିବା ସହିତ ଯୌତୁକରେ କାର୍ ସହିତ ୮ ଲକ୍ଷ ଟଙ୍କା ଦେବା ପାଇଁ ଦାବି କରିଥିଲେ ।

ଯାହା ପରେ କନ୍ୟା ଉଠାଇଥିଲା ଏକ ବଡ ପଦକ୍ଷେପ । ଏପରି ଏକ ପୁଅକୁ ବାହା ହେବି ନାହିଁ ବୋଲି କହି ବେଦୀରୁ ଉଠି ଯାଇଥିଲା ।

ଏହାକୁ ମଧ୍ୟ ପଢନ୍ତୁ: ମାଆକୁ ଫୋନ କରି ସବୁ କହିଥିଲା ଝିଅ, ହେଲେ ଆଜି ମିଳିଲା ମୃତଦେହ, ଝିଅକୁ ଝୁରି ହେଉଛି ମାଆ, ଜାଣନ୍ତୁ ଘଟଣା

Leave a Comment