ଠାକୁରଘରେ ଥିବା ଏହି ଚାରୋଟି ଜିନିଷ କାଙ୍ଗାଳ କରିଦିଏ – ସାବଧାନ

ବନ୍ଧୁଗଣ ଆପଣମାନେ ନିଜ ଘରେ ପୂଜା ଘର ନିଶ୍ଚୟ ତିଆରି କରିଥିବେ । ଯାହା ମଧ୍ୟକ୍ଷରେ ପ୍ରିୟ ଦେବୀ ଦେବତା ଓ ତାଙ୍କ ସହ ଜଡିତ ଜରୁରୀ ଜିନିଷ ଶ୍ରଦ୍ଧା ଭାବେ ରଖୁଥିବେ । ପୂଜା ଘରେ ଦେଇ ଦେବତାଙ୍କ ଫୋଟୋ ବା ମୂର୍ତ୍ତି ପୂଜା ପାଠର ସାମଗ୍ରୀର ଜିନିଷ ମଧ୍ୟ ରଖାଯାଏ । ଶାସ୍ତ୍ର ଅନୁଯାୟୀ ମନ୍ଦିରରେ କିଛି ଜିନିଷ ରଖିବା ଶୁଭଦାୟକ ହେଉଥିବା ବେଳେ ଆଉ କିଛି ଜିନିଷ ଯାହାକୁ ଠାକୁର ଘରେ ରଖିବା ଅଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ନେଗେଟିଭ ଶକ୍ତିର ସଂଚାର ହେବା ସହ କ୍ଷତି ହୋଇଥାଏ । ତେବେ ଆଶାନ୍ତୁ ଜାଣିବା ପୂଜା ଘରେ କେଉଁ ଜିନିଷ ରଖିବା ଶୁଭ ଓ ଅଶୁଭ ଅଟେ ।

୧- ଦୀପ ଓ ଧୂପଦାନି:
ପୂଜା ଘରେ ମାଟି ଦୀପ ଓ ଧୂପଦାନି ନିହାତି ରଖନ୍ତୁ । ଗୋବରରେ ତିଆରି ଘଷିରେ ଘିଅ ଓ ଗୁଡ ରଖିକି ଏହାର ଦୀପ ପୂଜା ଘରେ ଦେଇ ହେବ । ଏହା ଦ୍ଵାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ ।

୨- ସ୍ଵସ୍ତିକ:
ଘରର ମନ୍ଦିରରେ ସ୍ଵସ୍ତିକ ଅବଶ୍ୟ ରହିବା ଦରାକର । କାରଣ ସ୍ଵସ୍ତିକ ଘରେ ଶକ୍ତି, ସୌଭାଗ୍ୟ ଓ ଶୁଭତାର ପ୍ରତୀକ ହୋଇଥାଏ ।

୩- କଳସ:
ଭଗବାନ କୃଷ୍ଣ କହିଛନ୍ତି କଳସ ସୁଖ ଓ ସମୃଦ୍ଧିର ପ୍ରତୀକ ଅଟେ । ପୂଜା ଘରେ ସିନ୍ଦୁର ଓ କୁଙ୍କୁମରେ ସ୍ଵସ୍ତିକ ବନାଇ କଳସ ରଖିଲେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

୪- ଶଙ୍ଖ:
ବହୁତ କମ ଲୋକ ଜାଣିଛନ୍ତି ଶଙ୍ଖର ଉତପତି ସମୁଦ୍ର ମନ୍ଥନରୁ ୧୪ଟି ରତ୍ନ ସହ ହୋଇଥିଲା । ଏହି କାରଣରୁ ମା ଲକ୍ଷ୍ମୀଙ୍କର ପ୍ରିୟ ଶଙ୍ଖ ଅଟେ । ଶଙ୍ଖାର ଧ୍ୱନି ଦ୍ଵାରା ପଜେଟିଭ ଊର୍ଜାର ସଂଚାର ହୋଇଥାଏ ।

ଜାଣନ୍ତୁ, ସାବିତ୍ରୀ ବ୍ରତରେ କଣ ଆଉ କିଭଳି ପିନ୍ଧିବେ

୫- ଘଣ୍ଟି:
ଠାକୁର ଘରେ ଘଣ୍ଟି ନିଶ୍ଚୟ ରଖନ୍ତୁ । କାରଣ ଏହା ଶୁଭ ହୋଇଥାଏ । ଯେଉଁ ଘରେ ଘଣ୍ଟିର ସ୍ଵର ଶୁଣାଯାଏ ସେଠିକାର ବାତାବରଣ ଶୁଦ୍ଧ ଓ ପବିତ୍ର ହୋଇଥାଏ ।

୬- ଗଣେଶଙ୍କ ବିଷମ ମୂର୍ତ୍ତି:
ପୂଜା ଘରେ ଭୁଲରେ ବି ଗଣେଶଙ୍କ ମୂର୍ତ୍ତି ୧,୩,୫ ସଂଖ୍ୟାରେ ରଖନ୍ତୁ ନାହି । କେବଳ ୨ଟି ମୂର୍ତ୍ତି ରଖିବା ଦ୍ଵାରା ଶୁଭ ମାନାଯାଏ ।

୭- ଭାଙ୍ଗି ଯାଇଥିବା ଚାଉଳ:
ପୂଜା ଘରେ କେବେବି ଭାଙ୍ଗି ଯାଇଥିବା ଚାଉଳ ରଖନ୍ତୁ ନାହି । ଏହା ସହ ପୂର୍ବରୁ ଚଢା ଯାଇଥିବା ଚାଉଳ ଅଧିକ ସମୟ ଯାଏଁ ରଖନ୍ତୁ ନାହି ।

୮- ପୂର୍ବଜଙ୍କ ଫୋଟୋ:
ଘରର ମନ୍ଦିରର ପୂର୍ବଜଙ୍କ ଫୋଟ୍ଟୋ ରଖିଥିଲେ ତୁରନ୍ତ ହଟାଇ ଦିଅନ୍ତୁ । କାରଣ ପୂଜା ଘରେ ମୃତ ପରିଜନଙ୍କ ଫୋଟୋ ରଖିବା ଦ୍ଵାରା ଅଶୁଭ ପରିଣାମ ମିଳିଥାଏ ।

୯- ଭୈରବ ଓ ଶନିଦେବଙ୍କ ମୂର୍ତ୍ତି:
ଘରର ପୂଜା ଘରେ ଭୈରବ ବା ଶନିଦେବ ବା କାଳୀ ମା, ମା ଲକ୍ଷ୍ମୀଙ୍କର ଠିଆ ହୋଇଥିବା ମୂର୍ତ୍ତି ରଖନ୍ତୁ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।